ଓଁ ମା ବାୟାଣୀ । ମନ୍ଦିର ମାଳିନୀ ଓଡିଶାର ପୂର୍ବ ଉପକୂଳ ରେ କେନ୍ଦ୍ରାପଡ଼ା ଜିଲ୍ଲା, ଯେଉଁ ଠାରେ ଅବସ୍ଥିତ । ପ୍ରସିଦ୍ଧ ତୁଳସୀ କ୍ଷେତ୍ର । ଶ୍ରୀ ଶ୍ରୀ ସିଦ୍ଧ ସିଦ୍ଧ ବଳ ଦେବଜୀଉ ଙ୍କ ମନ୍ଦିର । ଏହାର ଅନତି ଦୂର ରେ ମାର୍ଶାଘାଇ ବାଘଡିଆ ଏ ଅଞ୍ଚଳ ର ଛୋଟିଆ ଗାଁ । ଯେଉଁ ଠାରେ ଅଛି ମା ଗୋଜବାୟାଣୀ ଙ୍କ ମନ୍ଦିର ॥ ମନ୍ଦିର କହିଲେ ଠିକ ହେବ ନାହିଁ । କାରଣ ମା ଙ୍କ ର ମନ୍ଦିର ନାହିଁ । ଅତୀତ ରେ ଉଇହୁଙ୍ଗ ରହି ପୂଜା ପାଉଥିଲେ, ମା ଙ୍କ ର ନିର୍ଦ୍ଦେଶ ନ ଥୂବାରୁ ମା ଙ୍କ ର ମନ୍ଦିର ନାହିଁ,ଯେଉଁ ଠାରେ ଏବେ ମା ପୂଜା ପାଉଛନ୍ତି । ତାହା ଏକ ଛୋଟପକା ଘର, ତିନି ଦିଗ ରୁ ପୁଣ୍ୟ ତୟା ଗୋବରୀ ନଦୀ ଦ୍ବରା ପରି ବେଷ୍ଟିତ, ମା ଙ୍କ ର ଏହି ପୂଜା ପୀଠ ରେ ପ୍ରକୁତ୍ୟିକ ଦୃଶ୍ୟ ଅତ୍ୟନ୍ତ ମନୋ ରୋମ ତଥା ହୃଦୟ ସ୍ପର୍ଶୀ ॥ କାର୍ତ୍ତିକ ଶୁକ୍ଳ ଦଶମୀ ରେ ମହୋଦଧୂ ବାସ ପାଳିତ ହୁଏ ମହା ସାମା ରହରେ I
ଲୋକ ମୋତ ଅନୁସାରେ ଆଗ କାଳ ରୁ ଏ ଗାଁ ଜଂଗଳ ରେ ପରି ପୁଣ୍ୟ ଥୁଲା ରାତିରେ, ଦିନ ବେଳେ ମଧ୍ୟ ଏହି ଜାଗା ରେ ବାଘ ଡେଉଁ ଥିଲେ ସେଥୂପାଇଁ ଗାଁ ର ହଇଛି ବାଘ ଡିଆ । ମା ଗୋଜବାୟାଣୀ ବାଘଡିଆ ଗାଁ ର ଗ୍ରାମ ଦେବତୀ । ଗ୍ରାମ ର ମୁଖ୍ୟ ଦେବୀ । ପ୍ରତକ ଦେବତୀ ଭଳି ଗାଁ ର ଲୋକ ମାନେ ଅତି ଆନଦ ସହ କରେ ପୂଜା କରନ୍ତି । ମାତ୍ର ଗ୍ରାମ ଦେବତୀ ହିସାବ ରେ ମା ଗୋଜବାୟାଣୀ ଅନ୍ୟ ଗ୍ରାମ ର ଗ୍ରାମ ଦେବତା ଙ୍କ ଠାରୁ ସ୍ବତନ୍ତ୍ର ॥ ମା ଙ୍କ ର ମହିମା ଅପାର ॥ ଗୋଜ ରେ ମା ଙ୍କ ପୀଠ ହଇଥିବାରୁ ମା ଙ୍କ ନାମ ଗୋଜବାୟାଣୀ । ମା ବାୟାଣୀ ଭଳି ଘୋଡା ଉପରେ ଚଢି ନୀତି ସନ୍ଧ୍ୟା ରେ ଗାଁ ସାରା ବୁଲି ଗ୍ରାମ ଲୋକମାନଙ୍କ କଥା ବୁଝନ୍ତି ତାଙ୍କ ନାଁ ବାୟାଣୀ ।
ପ୍ରତି ଗୁରୁବାର ହଉଛି ମା ଙ୍କ ବାର ॥ ପୂର୍ବ ରୁ ଯତେ ବେଳେ ବାରିକାଣି ମା ଙ୍କୁ ପୂଜା କରୁଥିଲେ ସତେ ବେଳେ ପ୍ରତି ଗୁରୁବାର ରେ ସନ୍ଧ୍ୟା ରେ ଭକ୍ତ ନୀଳ ମଣି ବାରିକ କୁ ପ୍ରଶ୍ନନ ହଉଥିଲେ ଏବଂ ଗ୍ରାମ ବାସି ମାନଙ୍କୁ ବିଭିନ୍ନ ଉପଦେଶ ଦେଉଥିଲେ । କଦଳୀ ନଡ଼ିଆ ମା ଙ୍କ ର ପ୍ରିୟ ଭଗୋ । ଏହା ଛଡା ପ୍ରତି ଦିନ ନିତ୍ୟାନି ଭାବ ରେ କ୍ଷୀରି ଭଗୋ ମା ଙ୍କ ନିକଟ ରେ ଲାଗି ହୁଏ । କିନ୍ତୁ ଆଉ ଏକ ଭଗୋ ପୋଡ଼ ମାଛ ଏହା ପ୍ରତକ ଦିନ ମା ଙ୍କ ନିକଟ ରେ ହୁଏ । ଯାଜପୁର ମଧୁ ସୁଦନ ପୁରସ୍କୃତ ମା ଭବାନୀ ପୀଠ ର ବାବା ଶ୍ରୀ ଶ୍ରୀ ଗୁରୁ ଦେବୀ ଦାସ ସ୍ବରସ୍ବତୀ ମହା ପ୍ରଭୁ ଏହି ପୀଠ କୁ ଆସିଥିଲେ । ମା ହଉଛନ୍ତି ପରମ ବୈଷ୍ଠବି ।
ପୂଜା ପଦ୍ଧତି ବୈଷ୍ୟବି ରୂପ ରେ ହଉଛି । ତୁଳସୀ ବେଲ ପତ୍ର ମା ଙ୍କ ର ଧଣ୍ଡା ମା ଙ୍କ ର ନିକଟ ରେ ଆମିଷ ଭଗୋ କାହିଁକି ହଉଛି ଏଇ ପ୍ରଶ୍ନ ଗ୍ରାମ ବାସି କୁ ପଚାରି ଥିଲେ । ଗ୍ରାମ ବାସି କହିବା ଅନୁସାରେ କେଉଟ ମାନେ ମାଛ ଧରି ବାକୁ ଗଲା ବେଳେ ମା କୁ ଶୁଭ ମୋନାସି ଯାନ୍ତି । ମାଛ ଧରି ସାରିବା ପରେ ମା ଙ୍କ ପାଖରେ ପୋଡା ମାଛ ଭଗୋ କରନ୍ତି । ଏହି କାରଣ ରୁ କାଳ କ୍ରମେ ମାଛ ମା ଙ୍କ ର ଭଗୋ ଭାବ ରେ ଲାଗି ହଉଛି । ଗୁରୁ ଦେବ ଏ କଥା ଶୁଣି ତାଙ୍କ ମନ ମାନିଲା ନାହିଁ । ଏହା ପରେ ସେ କିଛି ଦିନ ମା ଙ୍କୁ ଧ୍ୟାନ କରିଲେ ॥ ମା ସ୍ବପ୍ନା ଦେଶ ରେ ମା କହିଲେ । ନୀଳ ମଣି ବାରିକ ମର ପରମ ଭକ୍ତ ତା ଛଡା ଆଉ କେହି ଆସନ୍ତି ନାହିଁ ।
ଗାଁ ର କେତେ ଜଣ ସ୍ତ୍ରୀ ଲୋକ ଭଗୋ ରାଗ କରି ଚାଲି ଯାନ୍ତି । ସେଥ୍ରରେ ମୋର ପେଟ ପୁରେ ନାହିଁ । ଯାହା ହଉ ମୁ ପେଟ ମାରି ରୁହେ ॥ କିନ୍ତୁ ଜେବେ ଠାରୁ ବାରିକାଣି ମରିଗଲା ବ୍ରାହ୍ମଣ ମାନେ ମତେ ପୂଜା କରିଲେ । ସେହି ଦିନ ଠାରୁ ମୋର ଦୁଃଖ ବଢ଼ିଗଲା " କେଉଁଦିନ ସକାଳୁ ତ ଦିପହରେ ତ ସନ୍ଧ୍ୟା ରେ ଏହି ଭଳି ଆସନ୍ତି, ପାଣି ଟୋପା ଏ ଢାଳି ଦେଇ ଯାନ୍ତି । ମୁ ଆଉ ସହି ପାରିଲି ନାହିଁ । ପେଟ ଜ୍ବାଳା ରୁ ପୋଖରୀ ରି ରୁ ମାଛ ଧରି ତନ୍ତୁଳି ଗଛ ମୂଳେ ପୋଡି ଖାଇଲି ଆଉ ସେହି ଦିନ ଠାରୁ ମୋ ପାଖରେ ପୋଡା ମାଛ ଭଗୋ କରିବା ପାଇଁ ମୁ ମୋ ଭକ୍ତ ଙ୍କୁ କହିଲି । ମାଛ ର ଯାଉଥିବା ଜୀବନ ମୋ ଶରୀର ରେ ସମାହିତ ହେଇ ପୁନଃ ମଣିଷ ଜନ୍ମ ର ପରିଗଣିତ ହଉ ଅଛି, ଗୁରୁଦେବ ପୁଣି ପ୍ରଶ୍ନ କରିଲେ ମା ଙ୍କୁ ମା ହଟାତ ମହିମା ଆସିବା ର କାରଣ
ମା ଙ୍କ କହିବା ମତେ ବହୁପୁରା ତନ କାଳ ରୁ ଗଟେ ବ୍ରାହ୍ମଣ ଭକ୍ତି ବଳ ରେ ମତେ ବନ୍ଧନ ରେ ବାନ୍ଧି ଦେଇଥିଲେ ମୁ ମୁକ ହଇଯାଇଥିଲି । ଏବେ ସେ ଆଉ ନାହିଁ ତାର ମୃତ୍ୟୁ ହଇଛି ମୋର ବନ୍ଧନ ଅରସରି ଯାଇଛି । ଓଁ ମା ବଜ୍ର ମହା କାଳୀ ଗୋଜବାୟାଣୀ ନମଃ #kendrapara #ganjam

1 comment:
ଜୟ ମା 🙏
Post a Comment