ମା ବାୟାଣୀ: ମାଙ୍କ ମହିମା ଅପାର, ମା ମହା କାଳୀ
ମାଙ୍କୁ ସ୍ମରଣ କରିଲେ ମା ଦର୍ଶନ ଦିଅନ୍ତି ପ୍ରତି ଗୁରୁବାର ହଉଛି ମା ଙ୍କ ବାର, ମା ଗୋଜବାୟାଣି ଭକ୍ତ ମାନଙ୍କ ପ୍ରାର୍ଥନା ଶୁଣନ୍ତି
ତୁଳସୀ ବେଲ ପତ୍ର ମା ଙ୍କ ର ପ୍ରିୟ ଏଵଂ ପୋଡ଼ା ମାଛ ମା ଙ୍କ ର ନିକଟ ରେ ହୁଏ
ଦାରିଦ୍ର୍ୟତା ଦୂର୍ ହୋଇ ଯାଏ, ମା ହେଉଛନ୍ତି ସ୍ୱୟଂ ମା ଲକ୍ଷ୍ମୀ
ଲୋକ କଥା ରହିଛି ମାଙ୍କ ମହିଁମାରେ ଲୋକେ ଆରଗ୍ୟ ଲାଭ କରନ୍ତି
ମା ବଜ୍ର ମହା କାଳୀ
ଆଗେ ଲୋକ ମାନେ ମା ଗୋଜ ବାୟାଣୀ ଙ୍କୁ ସାକ୍ଷାତ ଦର୍ଶନ କରୁ ଥିଲେ, ଵିଶ୍ଵାସ ନହେଲେ ମଧ୍ୟ ଏହା ସତ୍, ଜୀବନ୍ତ ରୂପୀ ମା ଭଗବତୀ ଗୋଜ ବାୟାଣୀ
ମା ଗୋଜ ବାୟାଣୀ ଧନସମ୍ପଦ, ସୌଭାଗ୍ୟ,, ସୁଖସମୃଦ୍ଧି, ସୌନ୍ଦର୍ଯ୍ୟ ଓ ପ୍ରେମର ଦେବୀ ଅଟନ୍ତି
No comments:
Post a Comment