🕉️

ଭକ୍ତି ଆନନ୍ଦ ଓଡ଼ିଆ TV

ସତ୍ୟ, ସନାତନ ଏବଂ ସଂସ୍କୃତିର ପରିଚୟ

🙏 Subscribe Channel
ଜୟ ଜଗନ୍ନାଥ... ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ... ଭକ୍ତି ଆନନ୍ଦ ଓଡ଼ିଆ TV ୱେବସାଇଟ୍ କୁ ଆପଣଙ୍କୁ ସ୍ୱାଗତ...

Followers

🔴 LIVE NOW
🕉️

ଭକ୍ତି ଆନନ୍ଦ ଓଡ଼ିଆ TV

|| ସତ୍ୟ ସନାତନ ଧର୍ମର ପ୍ରଚାର ||

🪔 🙏 🪔
⭕ ଜୟ ଜଗନ୍ନାଥ ⭕

Thursday, October 24, 2024

ମା ତାରିଣୀ ସ୍ବପ୍ନରେ ଦର୍ଶନ ଦେଲେ #maatarini

 ମା ତାରିଣୀ ସ୍ବପ୍ନରେ ଦର୍ଶନ ଦେଲେ



14: october ୨୦୨୪


ମା ତାରିଣୀ ବୋଲି ଡ଼ାକି ଦେଲେ: ସଂକଟ ହୋଈ ଯାଏ ଦୂର


ମା ତାରିଣୀଙ୍କୁ ମନରେ ଭାବିଲେ, ସମସ୍ୟାର ସମାଧାନ ହୋଇ ଯାଏ


ତାର ନାମରେ ଏତେ ଶକ୍ତି ଅଛି ଶୀଘ୍ର ସମସ୍ୟାର ସମାଧାନ ହୋଇ ଯାଏ


କେବଳ ଗୋଟିଏ ନଡ଼ିଆ ବୋଡ଼ାଇ ଦେଲେ ଖୁସି ହୋଇ ଯାଏ


ମନର କଥା କେମିତି ସିଏ ଜାଣି ପାରେ ସବୁ କିଛି ଠିକ୍ କରି ଦିଏ


ଏମିତି ଏକ ଘଟଣା ଘଟିଛି


ଭକ୍ତ ଜଣକ ହେଇଛନ୍ତି ଗଞ୍ଜାମ ଜିଲ୍ଲାର


ମା ତାରିଣୀ ଫୋଟୋ ଘରେ ରଖି ପୂଜା କରନ୍ତି


ଦିନେ କାମରୁ ଘରକୁ ଫେରି ଆସିଲେ ମନେ ମନେ କହିଲେ


କାଲୀ ସକାଳୁ ମନ୍ଦାର ଫୁଲ ଗଛରୁ ତୋଲି ପାରିବି ନାହିଁ


ମୋର ଦେହ ପୀଡା ହେଉଛି, ହାତ ପିଠି କାଟୁଛି , 


ରାତିରେ ସୋଇ ଛନ୍ତି, ମୁଣ୍ତରେ ବଡ଼ ନାଲି ସିନ୍ଦୁର ଟୋପା ବୁଢ଼ୀ ରୁପେ ଗ୍ଲାସ୍ ଧରି ପାଖକୁ ଆସି କହିଲେ, ଉଠେ ଏହି ଔଷଧ ପିଇ ଦେ, ଭକ୍ତ ଜଣକ କହିଲେ ମୁଁ ପିଇ ବିନି ପିତା ଲାଗିବ, କିଛି ହବନି ପିଇଦେ, ଜବରସ୍ତି

ପିଆଇ ଦେଲେ, ସକାଳୁ, ଲୋକଟିର ଦେହ ପୁରା ସୁସ୍ଥ, 


ଶରୀର ପୀଡ଼ା ହେଉନି, କି କାଟୁନି, ଇଏ ଥିଲା ସ୍ବପ୍ନରେ ଘଟି ଥିବା ଚମତ୍କାର, ଜୟ ମା ତାରିଣୀ

No comments: