ମା ସ୍ୟାମଲାଇ ଯାମଳାଇ ଦୁଇ ଭଉଣୀ ଝିଅ ରୂପରେ ଗୋଟିଏ ଗଛ ମୂଳେ ବସିଥିଲେ , ଦୁଇ ଭଉଣୀ କଥା ବ୍ରାତା ହେଉ ଥିବା ସମୟରେ ଜଣେ ଚୁଢ଼ି ବିକାଳୀ ସାଇକେଲରେ ସେହି ଗଛ ବାଟେ ଦେଇ ଗଲାସି ଦୁଇ ଭଉଣୀ ଦେଖିଲେ ବୁଢ଼ା କୋଣ ଆଣିଛି, ବୁଢ଼ାକୁ ଅଟକାଇ ପଚାରିଲେ କୋଣ ଆଣିଚ, ଝିଅ ଚୁଢ଼ି ଆଣିଛି
ଆମକୁ ଚୁଢ଼ି ପିନ୍ଧେଇ ଦିଅ , ମାରତ୍ ନାଲି ଚୁଡ଼ି ପ୍ରିୟ ଦୁଇ ଭଉଣୀ
ଚୁଡ଼ି ପିନ୍ଧିଲେ ତାପରେ ଚୁଡି ବିକାଳୀ କହିଲା ଝିଅ ପଇସା
ବାପା ଆମ ପାଖରେତ୍ ପୋଇଶା ନାହିଁ, ଆମ ଗାଁ କୁ ଯୋ ମୋ ବାପାଙ୍କଠୁ ପଇସା ନେଇ ଯିବ ଝିଅ ତମର କୋଙ୍ଗା ବୁରୁ ପଡ଼ା
କହିବ ତମ ଝିଅ ଚୁଡ଼ି ପିନ୍ଧି ଛନ୍ତି ପଇସା ଦିଅ ବାପାଙ୍କ ନାମ କରଣୀ ମୁନି ଙ୍ଗାକୁ ଗଲେ ଦେଖିଲେ ଗୋଟେ ଵୁର ଗଛ ମୂଳେ କିଛି ଲୋକ ବସି ଛନ୍ତି, ଯାଇ ପଚାରିଲେ କରଣୀ ମୁନି କିଏ,
ସେମାନଙ୍କ ଭିତରୁ ଜଣେ କହିଲେ ମୁଁ , କୋଣ ହେଲା
ସ୍ୟାମଲାଇ ମନ୍ଦିର ଗଛ ମୂଳେ ଦୁଇ ଝିଅ ତମର ଚୁଡି ପିନ୍ଧିଲେ
କହିଲେ ବାପଙ୍କଠୁ ପଇସା ନେଇ ଯିବ , ସେହି ଲୋକ ଜଣକ କହିଲେ ମୋର କେହି ଝିଅ ନାହାନ୍ତି , ମୁଁ ତୋ ଗରିବ ଲୋକ
ବୁଢ଼ା ବାପା କହିଲେ ତମ ଝିଅ କହି ଛନ୍ତି ମଝି ଘର ଶିକାରେ ପଇସା ଅଛି ମୋତେ ଆଣି ଦିଅ, ଘରକୁ ଯାଇ ଦେଖିଲେ ଶିକାରେ
ଭର୍ତି ହଇ ଅଛି ପଇସା, ପଇସା ଆଣି କାଚରାକୁ ଦେଲେ

No comments:
Post a Comment