ନିଃସନ୍ତାନ ହିନ ଦମ୍ପତି ସନ୍ତାନ ସୁଖ ପାଏ ମା ଅଧୂଷ୍ଠାତ୍ରୀ କନ୍ଧୁଣୀ ଦେବୀଙ୍କ ମହିଁମାରେ
ଇତିହାସ ତଥା କିମ୍ବଦନ୍ତୀ କହେ, ବହୁ ପ୍ରଚୀନ କାଳରୁ ମା' ଏଠି ପୁଜା ପାଇ ଆସୁଛନ୍ତି
ସେତଳ ଘଂଚ ଜଙ୍ଗଲ ରେ ପରୀ ପୂର୍ଣ୍ଣ ଧିଲା ତତ୍କାଳୀନ ସାନ ଖେମୁଣ୍ଡି ରାଜାଙ୍କୁ ସୋପ୍ନା ଦେଶ ହେବା ପରେ , ରାଜା ହାତୀ ଉପରେ ବସି ଏହି ଜାଗାକୁ ଆସି ଗରମ ପାଣିର ସନ୍ଧାନ ପାଇ ଥିଲେ ଏଠାରେ ପ୍ରତିଷ୍ଠା କରି ପ୍ରୁଜା ଅର୍ଚ୍ଚନା ବେବସ୍ତା କରି ଥିଲେ ସେତେ ବେଳେ ସେହି ଅଞ୍ଚଳରେ କନ୍ଧ ମାନେ ବସ ବାସ କରି ରହୁ ଥିବା ରୁ, ମା କନ୍ଧୁଣି ଦେବୀଙ୍କ ପୁଜା ଦାୟିତ୍ଵ ଦେଇ ଥିଲେ
ନିଃସନ୍ତାନ ଦମ୍ପତି ମା' ପୂଜା ପାଇଥିବା ମୁଖ୍ୟ କୁଶ ଭିତରେ ଥିବା ଗରମ ପାଣିରେ ସାତ ଥର ବୁଡ଼ ପକାଇ ଗୁଆ ଖୋଜି ଥାନ୍ତି। ଆଞ୍ଜୁଳାଏ ଆଞ୍ଜୁଳାଏ କରି ବାଲି କାଢ଼ିବା ପରେ। ଯଦି ଗୁଆ ମିଳେ, ତେବେ ପାଚିଲା କଦଳୀରେ ସେହି ଗୁଆକୁ ରଖି ଦମ୍ପତିଙ୍କୁ ସେହି ଗୁଆ ଖାଇବାକୁ ଦିଆଯାଏ
ଏହି ପରମ୍ପରା ଆବହମାନ କାଳରୁ ପ୍ରଚଳିତ ହୋଇଆସୁଛି

No comments:
Post a Comment