ମା’ପ୍ରତ୍ୟକ୍ଷ ଠାକୁରାଣୀ ଡାକିଲେ ଓ କରନ୍ତି ବୋଲି ଭକ୍ତମାନେ କୁହନ୍ତି।
ଏହି ପୀଠରେ ମା’ ଭକ୍ତଙ୍କ ଠାରୁ ନୈବେଦ୍ୟ ଗ୍ରହଣ କରିଥାନ୍ତି।
ଏଥିପାଇଁ କୌଣସି ସେବାୟତ ବା ପୂଜକଙ୍କର ଆବଶ୍ୟକତା ପଡିନଥାଏ
ଶକ୍ତି କେବେ ସୁନ୍ଦରୀ ତ ଆଉ କେବେ ଭୟଙ୍କରୀ। ତାଳଚେର ସ୍ଥିତ ମା’ ହିଙ୍ଗୁଳା ଅଷ୍ଟମ ମହାବିଦ୍ୟାଙ୍କ ମଧ୍ୟରେ ଅନ୍ୟତମ
ମା’ ହିଙ୍ଗୁଳା ଦୟା ମଇ କ୍ଷମା ମଇ ମମତା ମଇ
ମା’ ହିଙ୍ଗୁଳା ନାମ: Agnnirupa
ଜୱାଲାମୁକି
ଜ୍ୟୋତିର୍ମୟୀ
ହିଙ୍ଗୁଲାକ୍ଷୀ
ମା ହିଙ୍ଗୁଳା ହେଉଚ୍ଚନ୍ତି ଆଦି ଶକ୍ତି ଅଗ୍ନି ରୂପା ଜ୍ୱାଲା ମୁଖି
ତାଳ ଚେର ଇଷ୍ଟ ଦେବୀ
1 comment:
Jay maa
Post a Comment