🕉️

ଭକ୍ତି ଆନନ୍ଦ ଓଡ଼ିଆ TV

ସତ୍ୟ, ସନାତନ ଏବଂ ସଂସ୍କୃତିର ପରିଚୟ

🙏 Subscribe Channel
ଜୟ ଜଗନ୍ନାଥ... ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ... ଭକ୍ତି ଆନନ୍ଦ ଓଡ଼ିଆ TV ୱେବସାଇଟ୍ କୁ ଆପଣଙ୍କୁ ସ୍ୱାଗତ...

Followers

🔴 LIVE NOW
🕉️

ଭକ୍ତି ଆନନ୍ଦ ଓଡ଼ିଆ TV

|| ସତ୍ୟ ସନାତନ ଧର୍ମର ପ୍ରଚାର ||

🪔 🙏 🪔
⭕ ଜୟ ଜଗନ୍ନାଥ ⭕

Sunday, November 10, 2024

Kali Puja

MR.jitu SEO

ଲହ ଲହ ଜିହ୍ୱା, ହାତରେ ଖଡଗ୍, ଖର୍ପର । ଚତୁଃପାର୍ଶ୍ୱରେ ଅନୁଚର । ମହାଦେବ ଶିବଙ୍କ ହୃତପିଣ୍ଡ ଉପରେ ଦଣ୍ଡାୟମାନ ମହାଦେବୀ ମା କାଳୀଙ୍କର ଅପରୂପ


ଦିବ୍ୟରୂପ ଓ ଦିବ୍ୟଲୀଳାର ଅପୂର୍ବ ସମ୍ଭାରରେ ପୁରି ଉଠିଛି ସାରା ପରିବେଶ


ମା ମହା ମାୟା ମହା କାଳୀ ତ୍ରିପୁରା ସୁନ୍ଦରୀ ରାଜ ରଜେଶ୍ୱରୀ 

ମା ଶ୍ୟାମ ସୁନ୍ଦରି, ଯାହାଙ୍କ ଦର୍ଶନ ମାତ୍ରେକେ ଦୁଃଖ ହୋଈ ଯାଏ ଦୂର 


ସେ ଦୂର୍ଗା କାଳୀ, ଦକ୍ଷିଣ କାଳୀ, ଜୀବନ୍ତ ମା ଶ୍ୟାମ ସୁନ୍ଦରି 


ରୋଗକୁ କରେ ଦୂର, ଭକ୍ତଙ୍କୁ ରଖିଥାଏ ପଣତ କାନିରେ ଘଣ୍ଟ ଘଡେ଼ଇ, ମା ବୋଲି ଡ଼ାକିଲେ ସୁଖର ଅମୃତ ଦିଏ ଢ଼ାଳି , ନା ଦେଖେ, ଧନୀ, ନା ଦେଖେ ଗରୀବ, ମା ବୋଲି ଡ଼ାକିଲେ ଉଭା ହୋଇ ଯାଏ 

ଭକ୍ତଙ୍କୁ ମହା ବିପଦରୁ ଉଦ୍ଧାର କରେ 


ସିଏ ଆମର ପ୍ୟାରୀ ମା ଶ୍ୟାମ ସୁନ୍ଦରି ମହା କାଳୀ kolkata 


No comments: