ପ୍ରଭୁ ଭୋଳନାଥ ଭକ୍ତର ସମସ୍ତ ମନସ୍କାମନା ପୂରଣ କରିଥାନ୍ତି।ଶିବ ପୁରାଣ ଅନୁଯାୟୀ ନିୟମିତ ରୂପେ ଶିବଲିଙ୍ଗ ପୂଜା କରୁଥିବା ବ୍ୟକ୍ତିଙ୍କ ଜୀବନରେ ଦୁଃଖର ସାମ୍ନା କରିବାର ଶକ୍ତି ରହିଥାଏ
ହଜାର ହଜାର ମହିଳା ଓ ପୁରୁଷ ଭକ୍ତ ଲମ୍ବା ଧାଡିରେ ଠିଆ ହୋଇ ମହାଦେବଙ୍କୁ, ଦର୍ଶନ କରିବାକୁ ଆସିଛନ୍ତି
ଭଗବାନ ଶିବଙ୍କର ପୂଜା କରିବା ପାଇଁ କ୍ରତିକ୍ ମାସର ସୋମବାର ବହୁତ ମହତ୍ବ ପୂର୍ଣ୍ଣ ହୋଇଥାଏ

No comments:
Post a Comment