🕉️

ଭକ୍ତି ଆନନ୍ଦ ଓଡ଼ିଆ TV

ସତ୍ୟ, ସନାତନ ଏବଂ ସଂସ୍କୃତିର ପରିଚୟ

🙏 Subscribe Channel
ଜୟ ଜଗନ୍ନାଥ... ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ... ଭକ୍ତି ଆନନ୍ଦ ଓଡ଼ିଆ TV ୱେବସାଇଟ୍ କୁ ଆପଣଙ୍କୁ ସ୍ୱାଗତ...

Followers

🔴 LIVE NOW
🕉️

ଭକ୍ତି ଆନନ୍ଦ ଓଡ଼ିଆ TV

|| ସତ୍ୟ ସନାତନ ଧର୍ମର ପ୍ରଚାର ||

🪔 🙏 🪔
⭕ ଜୟ ଜଗନ୍ନାଥ ⭕

Thursday, November 14, 2024

Gojabayani mandir

MR.jitu SEO

ମା ବାୟାଣୀ ମହିମା: ଭକ୍ତଙ୍କୁ ସୁରକ୍ଷା ଦିଅନ୍ତି, ଶକ୍ତି ପ୍ରଦାନ କରନ୍ତି, ଭକ୍ତଙ୍କୁ ସ୍ନେହ କରନ୍ତି, ପାପିଙ୍କୁ ବିନାଶ କରନ୍ତି 


ମା ଗୋଜ ବାୟାଣୀ ହେଉଛନ୍ତି ୧୦ ଭୁଜା:କାଳୀ, ତାରା, ଷୋଡ଼ଶୀ, ଭୁବନେଶ୍ୱରୀ ଓ ଭୈରବୀ,

ଛିନ୍ନାମସ୍ତା, ଧୂମାବତୀ, ବଗଳାମୁଖୀ, ମାତଙ୍ଗୀ ଏବଂ କମଳା


ମାଙ୍କୁ ବାୟାଣୀ ବୋଲି କାହିଁକି ଡାକନ୍ତି: ମା ରାତି ହେଲେ ଘୋଡ଼ା ଉପରେ ଚଢ଼ି, ଗାଆଁ ଗାଆଁ ବୁଲି ଥାଏ, ଭକ୍ତଙ୍କ ଦୁଃଖ ବୁଝିଥାଏ, 


ଲୋକ ମାନେ କୁହନ୍ତି ମାଙ୍କ ଚାଲିବାର, ପାଉଁଚି ଶବ୍ଦ ଶୁଭେ, ଘୋଡା ଚାଲିବାର ଶଦ୍ଦ ଶୁଭି ଥାଏ, ସେଥି ପାଇଁ ମାଙ୍କୁ ବାୟାଣୀ ବୋଲି ନାମ ଦିଆ ଯାଇଛି, ମା ମୋର ଗୋଜ ବାୟାଣୀ, ବାଘ ଡିଆ ମା ଗୋଜ ବାୟାଣୀ



ପ୍ରକୃତରେ ମା ହେଉଚନ୍ତି, ବୈଷ୍ଟମ୍ବି, ଦୂର୍ଗା, ଏବଂ ବଜ୍ର ମହା କାଳୀ 


ବଜ୍ର ମହା କାଳୀ କାହିଁକି କୁହା ଯାଏ 


ବଜ୍ର ଅର୍ଥାତ୍, ବିଜୁଳୀ, ବିଜୁଳୀ ପରୀ ଚମକ୍, ମାଙ୍କ ରୂପ, ସେଥି ପାଇଁ ମାଙ୍କୁ ବଜ୍ର ମହା କାଳୀ ମଧ୍ୟ କୁହା ଯାଏ 


ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ: ଯେତେ ବେଳେ ଦେବୀ ସତୀଙ୍କ ମୃତୁ ଶରୀରକୁ ଭଗବାନ ବିଷ୍ଣୁ ସୁଦର୍ଶନ ଚକର ଦୁରା, ଖଣ୍ଡ ଖଣ୍ଡ କରି ଦେଈ ଥିଲେ, ସେହି ଶରୀର ଖଣ୍ଡ, ପୃଥିବୀ ପୃଷ୍ଟରେ ପୋଡ଼ି ଥିଲା 


ପାହାଡ଼, ପର୍ବ୍ରତ୍, ଜଙ୍ଗଲ, ନଦୀ, ସମୁଦ୍ର, ଏବଂ ଅନେକ ସ୍ଥାନରେ ପଡ଼ି ଥିଲା, ବିଶେଷଙ୍କ ମତ ଅୁନୁସାରେ, ମାତାଙ୍କ, ଶରୀର ଖଣ୍ଡ, ବାଘ ଡିଆଁ ଗ୍ରାମ ରେ, ପଡ଼ି ଥିଲା,


No comments: