ଗୋଟିଏ ଗାଆଁରେ, ପ୍ରତାପ ଠାକୁର ନାମରେ ମୁଖ୍ୟା ରହୁ ଥାନ୍ତୀ, ମା କାଳୀ ଙ୍କ ବହୁତ୍ ବଡ଼ ଭକ୍ତ, ତାଙ୍କ ପାଖରେ ଧନର କୌଣସି ଅଭାବ ନାହିଁ, ଘରେ ମହଣ। ମହଣ ସ୍ୱର୍ଣ୍ଣ, ଅଳଙ୍କାର ଗାଆଁରେ ସମସ୍ତେ ସମ୍ମାନ ଦିଅନ୍ତି ମାନନ୍ତି
ମୁଖ୍ୟା ଙ୍କ , ୪ସ୍ତ୍ରୀ, , ପ୍ରଥମ୍ ସ୍ତ୍ରୀ ନାମ - ପଦ୍ମା, ଦ୍ୱିତୀୟ ସ୍ତ୍ରୀ ନାମ - ରମ୍ଭା - ତୃତୀୟ ସ୍ତ୍ରୀ - ଶାନ୍ତି - ଚତୁର୍ଥ ସ୍ତ୍ରୀ ନାମ - ସୋଉଦାବିନି
ମୁଖ୍ୟା ୪ଜଣ ସ୍ତ୍ରୀଙ୍କୁ , ବହୁତ୍ ଭଲ ପାଆନ୍ତି , ଗ୍ରାମରେ କୌଣସି ଲୋକଙ୍କୁ ଦୁଃଖ ରେ, ରହିବା ଦେଖିଲେ ସହି ପାରନ୍ତି ନାହିଁ ମୁଖ୍ୟା କିଛି ସ୍ୱର୍ଣ୍ଣ ଦାନ କରି ଲୋକଙ୍କୁ ଖୁସି କରାନ୍ତି, ଲୋକଙ୍କ ଅଶୁ ଭିଦାରେ
ସମୟରେ ପାଖରେ ଠିଆ ହୁଅନ୍ତି , ଲୋକଙ୍କୁ ସାହଯ୍ୟ କରନ୍ତି, ମନରେ ଗର୍ବ ଅହଙ୍କାର ବଳି କିଛି ନାହିଁ
କିନ୍ତୁ ଦୁଃଖ ବିଷୟ ଯେ କୌଣସି ସନ୍ତାନ ଟିଏ ନଥିବାରୁ ମୁଖ୍ୟା ମନେ ମନେ ବହୁତ୍ ମନ ଦୁଃଖରେ ରହୁ ଥାଆନ୍ତି, କହାରିକୁ ନିଜର ଦୁଃଖ
ଜାଣନ୍ତି ନାହିଁ, ପ୍ରତିଦିନ ମା କାଳୀଙ୍କ ପାଖକୁ ଯାଆନ୍ତି ଦର୍ଶନ କରିବା ପାଇଁ, କେବେବି ନିଜର ଦୁଃଖ କଥା ଜାଣନ୍ତି ନାହିଁ, ମାଙ୍କୁ ମୁଣ୍ଡିଆ ମାରି ଘରକୁ ଫେରି ଆସନ୍ତି
ଦିନେ ମୁଖ୍ୟାଙ୍କ ୪ଜଣ ସ୍ତ୍ରୀ ସକାଳୁ ବଗିଚାରୁ ମାଙ୍କ ପାଇଁ ନାଲି ମନ୍ଦାର ଫୁଲ ତଳୁ ଥିବା ସମୟରେ,ମୁଖ୍ୟାଙ୍କ ପ୍ରଥମ ସ୍ତ୍ରୀ ମନ୍ଧାର ଗଛରେ ଦେଖିଲେ, ଯାହୁଁଲା ମନ୍ଦାର ଫୁଲ, ଗୋଟିଏ ମନ୍ଦାର ଫୁଲରେ ଚାରିଟା ଫୁଲ ଯୋଡ଼ି ହୋଈ ରହିଛି, ଯାହୁଁଲା ମନ୍ଦାର ଫୁଲରୁ ଗୋଟିଏ ଫୁଲ, ତ୍ରିଶୂଳ ଭଳୀ ଫୁଟିଛି, ତୋଳି ନେଇ ଘରେ
ରଖିଲେ,
ଦିନେ ରାତିରେ ଶୋଇଥିବା ସମୟରେ ମୁଖ୍ୟାଙ୍କ ପ୍ରଥମ ସ୍ତ୍ରୀଙ୍କୁ
ସୋପନ ହେଲା, ଶୋପ୍ନରେ ଦେଖିଲେ, ଜଣେ ସ୍ତ୍ରୀ ଲୋକ କଲା ଶାଢ଼ୀ ପିନ୍ଧିଛି, ଯାହୁଁଲା ମନ୍ଦାର ଫୁଲ ମାଗୁଛନ୍ତି,
କହୁ ଛନ୍ତି ମୋତେ ସେ ଫୁଲ ଦେ, ତୋର ଦୁଃଖ ଦୂର ହୋଇଯିବ
ଏମିତି ରାତିରେ ସପନ ହେଲା, ପାଞ୍ଚ ଦିନି ପ୍ରଜ୍ୟନ୍ତେ,
କାହିଁକି ବାରମ୍ବାର ସପନ ହେଉଛି, ଭାବି, ଗାଆଁଠୁ କିଛି ଦୂର୍ ପାହାଡ଼ ଉପରେ ବାବାଜୀ ଅଛନ୍ତି
ବାବାଜୀଙ୍କ ପାଖକୁ ଗଲେ, ନିଜର ସପ୍ନ ବିସୟରେ ବାବଜୀଙ୍କୁ ସବୁ ଘଟଣା ବିଷୟରେ ଜଣାଇଲେ, ବାବାଜୀ କହିଲେ, ମା ଜଗତମ୍ବା, ତମ ଉପରେ ସନ୍ତୁଷ୍ଟ ଅଛନ୍ତି, କିଛି ବର ପ୍ରଦାନ କରିବାକୁ ଚାହୁଁ ଛନ୍ତି
ଘରେ ରଖିଥିବା ଫୁଲକୁ, ନେଇ ମାଙ୍କ ଚରଣେ, ନେଇ ରଖି ଦିଅ
ତା ପରଦିନ ମୁଖ୍ୟାଙ୍କ ପ୍ରଥମ ସ୍ତ୍ରୀ ବାବାଜୀଙ୍କ କହିବା ଅନୁଯାୟୀ ଯାହୁଁଲା ଫୁଲକୁ ମାଙ୍କ ଚରଣେ ନେଇ ରଖି ଦେଲେ
କିଛି ମାସ ପରେ। ସନ୍ତାନ ଟିଏ ହେଲା:

No comments:
Post a Comment