ତ୍ରିପୁରା ସୁନ୍ଦରୀ ମନ୍ଦିର ତ୍ରିପୁରା ରାଜ୍ୟ ରାଜଧାନୀ ଅଗରତାଲା ଠାରୁ 55 କିଲୋମିଟର ଦୂରରେ ଥିବା ମାତାବାରୀ ଗ୍ରାମରେ ଅବସ୍ଥିତ | ମହାରାଜା ଧନିଆ ମାଣିକିଆ 1501 ଖ୍ରୀଷ୍ଟାବ୍ଦରେ ଏହି ଜାଗ୍ରତ ଶକ୍ତି ପୀଠ ମନ୍ଦିର ପ୍ରତିଷ୍ଠା କରିଥିଲେ |
ଏହା ସତୀଙ୍କର 51 ଶକ୍ତି ପୀଠ ମଧ୍ୟରୁ ଗୋଟିଏ |
ବିଶ୍ୱାସ କରାଯାଏ ଯେ ସତୀଙ୍କ ଡାହାଣ ପାଦ ଏହି ସ୍ଥାନରେ ପଡିଥିଲା।
ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ: ଯେତେ ବେଳେ ଦେବୀ ସତୀଙ୍କ ମୃତୁ ଶରୀରକୁ ଭଗବାନ ବିଷ୍ଣୁ ସୁଦର୍ଶନ ଚକର ଦୁରା, ଖଣ୍ଡ ଖଣ୍ଡ କରି ଦେଈ ଥିଲେ, ସେହି ଶରୀର ଖଣ୍ଡରୁ , ଦେବୀ ସତୀଙ୍କ ଡାହାଣ ପାଦ ଏହି ସ୍ଥାନରେ ପଡ଼ି ଥିଲା
ମାତାଙ୍କୁ ଦର୍ଶନ କରିଲେ ମାତା ଅଭୟ ବର ପ୍ରଦାନ କରନ୍ତି
ଶତ୍ରୁ ଭୟ ନଥାଏ, ଶତ୍ରୁରୁର ଷଡ଼ଯନ୍ତ୍ରକୁ ଖଣ୍ଡନ କରି ଦିଅନ୍ତି
ପ୍ରତିଦିନ ସକାଳ ଚାରିଟାରେ ଦେବୀଙ୍କର ଶୁଭ ଆରତୀ ଏବଂ ଭୋଗ ଅର୍ପଣ କରାଯାଏ | ତା’ପରେ ସକାଳ ଆଠଟାରେ ଦେବୀ ସ୍ନାନ ଆରମ୍ଭ ହୁଏ | ଏହା ପରେ ସକାଳ 9:30 ରେ ମା’ଙ୍କ ପୂଜା ବଳିଦାନରୁ ଆରମ୍ଭ ହୋଇଥାଏ | ଅପରାହ୍ନରେ ପୁଣି ସନ୍ଧ୍ୟା ସାତଟା ବେଳେ ମା’ର ସନ୍ଧ୍ୟା ଆରତୀ ଆରମ୍ଭ ହୁଏ ଏବଂ ରାତି ୯ ନଅଟା ବେଳେ ଭୋଗ ଏବଂ ମା’ଙ୍କ ଶୋଇବା ସମାପ୍ତ ହୁଏ | ଅବଶ୍ୟ, ଏହି ମନ୍ଦିରରେ ବଳିଦାନ କ୍ଷେତ୍ରରେ, ଏହା ମା’ଙ୍କ ସହକର୍ମୀ ଡାକିନି ଯୋଗିନୀଙ୍କୁ ଉତ୍ସର୍ଗ କରାଯାଇଥାଏ | ମଙ୍ଗବାର ବେଶ ପୁଜା ବିଦ୍ଧି ହୁଏ
ମନ୍ଦିରରେ ଭିତରେ ଛେଲିକୁ ଠିଆ କରା ଯାଇ ତା ଉପରେ ଚାଉଳ
ପକା ଯାଏ, ମନକୁ ମନ ଛେଳି ଚେତା ଶୂନ୍ୟ ହୋଈ ସୋଇ ଯାଏ, କିଛି
ସମୟ ପରେ, ପୁଣି ଚାଉଳ, ଛେଳି ଉପରେ ପକେଇଲେ
ଛେଳି ଉଠେ , ମାଙ୍କ ନାମରେ ଛେଲିକୁ ବାହାରେ ଛାଡି ଦିଆ ଯାଇଥାଏ,ଏମିତି ମନ୍ଦିରରେ ବୋଲି ଦିଆ ଯାଏ
No comments:
Post a Comment