🕉️

ଭକ୍ତି ଆନନ୍ଦ ଓଡ଼ିଆ TV

ସତ୍ୟ, ସନାତନ ଏବଂ ସଂସ୍କୃତିର ପରିଚୟ

🙏 Subscribe Channel
ଜୟ ଜଗନ୍ନାଥ... ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ... ଭକ୍ତି ଆନନ୍ଦ ଓଡ଼ିଆ TV ୱେବସାଇଟ୍ କୁ ଆପଣଙ୍କୁ ସ୍ୱାଗତ...

Followers

🔴 LIVE NOW
🕉️

ଭକ୍ତି ଆନନ୍ଦ ଓଡ଼ିଆ TV

|| ସତ୍ୟ ସନାତନ ଧର୍ମର ପ୍ରଚାର ||

🪔 🙏 🪔
⭕ ଜୟ ଜଗନ୍ନାଥ ⭕

Friday, October 25, 2024

ମା ବିଲେଇସୁଣୀ ଭକ୍ତଙ୍କ ମାନସିକ ପୂରଣ କରନ୍ତି Bileisuni Temple


 ମା ବିଲେଇସୁଣୀ ଶକ୍ତି ପୀଠ, ଘଂଚ ଜଙ୍ଗଲ ମଧ୍ୟରେ

ଏଠି ମା ବିଲେଇସୁଣୀ ଭକ୍ତଙ୍କ ମାନସିକ ପୂରଣ କରନ୍ତି

କୁହା ଯାଇଥାଏ ମା ପ୍ରତେଖ୍ ଦେବୀ, ନୀ ସନ୍ତାନ ଦମ୍ପତି, ସନ୍ତାନ ପ୍ରାପ୍ତିର ଆଶ୍ରିବାଦ ପାଇଁ ଆସନ୍ତି , ମାନସିକ ରଖନ୍ତି ସନ୍ତାନ ଟିଏ ହେଲେ ମୁଣ୍ଡନ କରନ୍ତି , ମା ଭକ୍ତଙ୍କ ଗୁହାରୀ ଶୁଣନ୍ତି , ମାଙ୍କୁ ଟିକିଏ ଦୁଃଖ ଜଣେଇ ବାକୁ କାହିଁ କେତେ ଦୂରରୁ ଆସନ୍ତି


ବର୍ଷ ସାରା ଦେବୀଙ୍କ ପୀଠରେ ଭିଡ଼ ଲାଗି ରହେ


ଏଠି ପୁଜା ଅଲଗା ପ୍ରକାର, ମାଙ୍କ ନିକଟରେ ଲାଗି ହୋଇ ଥିବା ଭଗକୁ ବାହାରକୁ ନିଆ ଯାଏ ନାହିଁ 


ମାଙ୍କ ଚମତ୍କାର ହେଉଛି, ଢେଙ୍କନାଳରୁ ଜଣେ ଭଉଣୀ ଜଣେଇ ଛନ୍ତି

ତାଙ୍କର ବହୁ ବର୍ଷ ହେଲାଣି ତାଙ୍କ କୋଳକୁ ସନ୍ତାନ ଟିଏ


ଆସିଲା ନାହିଁ, ସଧା ବେଳେ ସମି ସ୍ତ୍ରୀଙ୍କ ଭିତରେ ଜଗଡା ଲାଗେ, ଦିନେ ସେ ମାଙ୍କ ପାଖକୁ ଜାଇ ମାନସିକ କରିଲେ, କିଛି ମାସ ପରେ ମା ଡାକ ଶୁଣିଲେ, ମାଙ୍କ ଦୟାରେ ସବୁ ଠିକ ହୋଇ ଗଳା


ମା ହେଉଛନ୍ତି ପ୍ରତ୍ୟେଖ ଦେବୀ ଡ଼ାକିଲେ ଓ କରେ


ଢେଙ୍କାନାଳଜିଲ୍ଲା  କଙ୍କଡ଼ାହାଡ଼ Block କୁଟୁରିଆ ଜଙ୍ଗଲରେ

ମା ବିଲେଇସୁଣୀ ଶକ୍ତି ପୀଠ  


No comments: