🕉️

ଭକ୍ତି ଆନନ୍ଦ ଓଡ଼ିଆ TV

ସତ୍ୟ, ସନାତନ ଏବଂ ସଂସ୍କୃତିର ପରିଚୟ

🙏 Subscribe Channel
ଜୟ ଜଗନ୍ନାଥ... ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ... ଭକ୍ତି ଆନନ୍ଦ ଓଡ଼ିଆ TV ୱେବସାଇଟ୍ କୁ ଆପଣଙ୍କୁ ସ୍ୱାଗତ...

Followers

🔴 LIVE NOW
🕉️

ଭକ୍ତି ଆନନ୍ଦ ଓଡ଼ିଆ TV

|| ସତ୍ୟ ସନାତନ ଧର୍ମର ପ୍ରଚାର ||

🪔 🙏 🪔
⭕ ଜୟ ଜଗନ୍ନାଥ ⭕

Friday, October 25, 2024

କୁଁଅ ଖଳିବା ସମୟରେ ମାଟି ଫଟେଇ ବାହାରିଲେ ପ୍ରଭୁ ଶ୍ରୀ ଗଣେଶ Sri Ganesh

 କୁଁଅ ଖଳିବା ସମୟରେ ମାଟି ଫଟେଇ ବାହାରିଲେ ପ୍ରଭୁ ଶ୍ରୀ ଗଣେଶ



ହଁ ଆଜ୍ଞା ଯେତେ ବେଳେ ଭକ୍ତ ଭଗବାନ ମିଳନ ହୁଏ , ଶରୀର ରେ ଦିବ୍ୟ ଶକ୍ତି ଜାଗ୍ରତ ହୁଏ,  ଶରୀର ସବୁ କଷ୍ଟ ଦୁର ହୋଇ ଯାଏ - ଖୁସୀରେ ଭକ୍ତ ଭାବ ଭକ୍ତିରେ ନାଚି ଥାଏ - ଯେମିତି ଜୀବନରେ ସବୁ କିଛି ମିଲି ଯାଇଛି, ଏମିତି ୩ଜଣ ଭକ୍ତ ଙ୍କ କାହାଣୀ ଜଣେଇବି  - 


ଭଗବାନ ଗଣେଶ

ଙ୍କ ଚମତ୍କାରତା ଦେଖିବାକୁ ମିଳେ



ଆତ୍ମାର ଶୁଦ୍ଧତା:

ଯଦି ଭଗବାନ ଗଣେଶଙ୍କୁ ଭକ୍ତି ସହିତ ପୂଜା କରାଯାଏ, ତେବେ ବ୍ୟକ୍ତିର ଆତ୍ମା ​​ଶୁଦ୍ଧ ହୋଇଯାଏ


ବୁଦ୍ଧି ଏବଂ ଜ୍ଞାନର ବିକାଶ:

କୁହାଯାଏ ଯେ ଭଗବାନ ଗଣେଶଙ୍କୁ ପୂଜା କରିବା ଦ୍ୱାରା ବୁଦ୍ଧି 

ବଢ଼ି ଥାଏ, ଯିଏ ଜୀବନରେ ସଫଳତା ଏବଂ ପ୍ରଗତି ଚାହୁଁଛି କିମ୍ବା ବୁଦ୍ଧିମାନ ହେବାକୁ ଚାହୁଁଥିବା ବ୍ୟକ୍ତି ଭଗବାନ ଗଣେଶଙ୍କୁ ଏଠାରେ ନିୟମିତ ପୂଜା କରିବା ଉଚିତ୍।  


କୁହାଯାଏ ଯେ ଭଗବାନ ଗଣେଶ ଯେଉଁଠାରେ ରୁହନ୍ତି, ରିଦ୍ଧି, ସିଦ୍ଧ, ଶୁଭ ଏବଂ ଲାଭ ମଧ୍ୟ ସେଠାରେ ରୁହନ୍ତି। ଧାର୍ମିକ ବିଶ୍ୱାସ ଅନୁଯାୟୀ ଭଗବାନ ଗଣେଶଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ବାଧାବିଘ୍ନ ଓ ପ୍ରତିବନ୍ଧକ ଦୂର ହୋଇଥାଏ। ଯଦି ଭଗବାନ ଗଣେଶଙ୍କୁ ପୂର୍ଣ୍ଣ ଭକ୍ତି ଓ ବିଶ୍ୱାସ ସହିତ ପୂଜା କରାଯାଏ, ତେବେ ଜୀବନର ଅସୁବିଧା ଏବଂ ସମସ୍ୟାର ସମାଧାନ ହେବ |


ଭଗବାନଙ୍କ ଚମତ୍କାରତା ଦେଖିବାକୁ ମିଳେ | ଟଙ୍କା ରୋଜଗାର, ଚାକିରୀ ପାଇବା, ଅଧ୍ୟୟନରେ ପ୍ରଥମ ପଦବୀ ପାଇବା କିମ୍ବା ସନ୍ତାନ ପ୍ରାପ୍ତି ଇଚ୍ଛା ହେଉ, ସମସ୍ତ ଇଚ୍ଛା ଏଠାରେ ପୂରଣ ହୁଏ


ଏଠାରେ ପ୍ରଭୁ ଗଣେଶଙ୍କୁ ପୂଜା କରିଲେ ଘରକୁ ସୁଖସମୃଦ୍ଧି ଆସିଥାଏ।


ଭଗବାନ ଗଣେଶଙ୍କ ମୃତି ପ୍ରତୀ ଦିନ ବଢ଼େ ଇଏ ମନ୍ଦିର ଆନ୍ଦ୍ରା ପ୍ରଦେଶ ସିତ୍ତୁର ଜିଲ୍ଲାରେ ଅବସ୍ତିତ , କୁହଁ ଖଳୀବା ସମ୍ୟରେ ଦର୍ଶନ ଦେଈ ଥିଲେ 


କନିପକମ୍ ଶ୍ରୀ ସ୍ଵୟଂଭୂ ବିନାୟକ ସ୍ବାମୀ ଗଣପତି


ମନ୍ଦିରେ ଗଣେସଙ୍କ ମୃତି ଆକାର ଧୀରେ ଧୀରେ ବଢ଼େ


ଗଣେଷଙ୍କ ମୃତି ବାହୁଦା ନଦୀ ମଝିରେ 

ଏହି ଜଳକୁ ବହୁତ୍ ପବିତ୍ର ମାନନ୍ତି, ଇଏ ଆଚର୍ଜୟ କଥା ଯେ

ଏହି ଜଳକୁ ପିଇଲେ କେତେ ପ୍ରକାର ବେମାର ଠିକ୍ ହୋଇ ଥାଏ


କୁହା ଯାଇଥାଏ ଏହି ସ୍ଥାନରେ ତିନ ଭାଇ ରହୁ ଥାଆନ୍ତି ଜଣେ ଗୁ ଗୁଙ୍ଗା, ଦୁଇ ନମ୍ବର ଭାଇ - କାଲା - ୩ ନବର ଭାଇ - ଅନ୍ଦା


ପାଣି ପାଇଁ ତିନି ଭାଇ କୁଂହ ଖଳିଲେ ବହୁତ ଅଧିକ ଖଳିବା ପରେ


ପାଣି ବାହାରିଲା , ଆଉ ଟିକିଏ ଖଳିବାରୁ ଗଣେଶ ମୃତି ବାହାରିଲା , ଦର୍ଶନ ମାତ୍ରକେ ତିନି ଭାଇ   ଗୁଙ୍ଗା, କାଲା, ଅନ୍ଦା ଥିଲେ ଠିକ୍ ହୋଇ ଗଲେ , ତାପରେ ନଦୀର ମଜିରେ ସ୍ଥାପନା କରି ଦେଲେ, ଦର୍ଶନ କରିଲେ, ରୋଗ, ଦାରିଦ୍ର୍ୟତା ଦୂର ହୋଇ ଥାଏ 


ଇଏ ଥିଲା ଆମ ପ୍ରଭୁଙ୍କ ଅପ୍ରୁଵ ନିଲା


ଜୟ ଶ୍ରୀ ଗଣେଶ 

No comments: