ବାଘ ଡିଆଁ ମା ଗୋଜ ବାୟାଣୀ, ନାଲି ନାଲି ମୁହଁ ତାର, ନାଲି ମନ୍ଦାର ଫୁଲ ରେ ଦିଶେ କେଡ଼େ ସୁନ୍ଦର , ମାଙ୍କ ମହିମା ଜାଣି ମନ୍ଦିରରେ ଖେଳନ୍ତି ନାଗ ନାଗୁଣୀ ଏଡ଼େ ଦୟା ମଇ ଡ଼ାକିଲେ ଓ କରେଇ ପଣତ କାନିରେ ଭକ୍ତଙ୍କୁ ସଦାସର୍ବଦା ଘଣ୍ଟ ଘଡ଼େଇ ରଖେ କଣ୍ଟାଟିଏ ପାଦରେ ପଶିଲେ ହୁଏ ତାକୁ କଷ୍ଟ
ମା ମମତା ମଇ ମା ମଙ୍ଗଳ କାରିଣୀ ଗଜ ବାୟାଣୀ: ଧନ୍ୟ କେନ୍ଦ୍ରା ପଡ଼ା, ଧନ୍ୟ ବାଘ୍ ଡିଆଁ
ଆଜି ଆପଣଙ୍କୁ ମାଙ୍କ ଚମତ୍କାର କାହାଣୀ ଜଣେଇବି ହୁଏତ ଆପଣଙ୍କୁ ଵିଶ୍ଵାସ ନ ହୋଇ ପାରେ କିନ୍ତୁ ଏହା ହିଁ ସତ୍ୟ ଘଟଣା
ଦୀନବନ୍ଧୁ ବାବୁ ସେ ଜଣେ ଗରିବ ଲୋକ। କିଛି ଦିନ ତଳେ ତାଙ୍କ ଗୋଡ଼ରେ ବିରାଟ ପଠା ପଡ଼ିଲା । ବହୁ ଦିନ ଚିକିତ୍ସା ପରେ ଘା' ଶୁଖୁଲା ନାହିଁ । ଶେଷରେ କଟକ ଗଲେ । ସେଠାରେ ଡାକ୍ତର କହିଲେ କ୍ୟାନସର ଆଡ଼କୁ ଗତି କରୁଛି। ଗୋଡ଼ କଟାଯିବ । ବହୁତ ପଇସା ଦରକାର ହେବ । ଏହା ଶୁଣି ମନ ବହୁତ ଦୁଃଖ କଲେ । ଶେଷରେ ମା’ଙ୍କ ପାଖକୁ ଅନୁସରଣରେ ଆସିଲେ । ପଞ୍ଚମ ଦିନ ରାତିରେ ମା’ ତାଙ୍କୁ ଦେଖାଦେଇ କହିଲେ, ‘ତୁ ଚାଲି ଚାଳି ଗାଁ ଗାଁ ବୁଲି ମୋର ମହିମା ପ୍ରଚାର କରିବୁ । ତୋର ଗୋଡ଼ ଭଲ ହୋଇଯିବ। କିଛି ଦିନ ଗଲା ପରେ ମା'ଙ୍କ ନିର୍ଦ୍ଦେଶ ଭୁଲିଗଲେ । ଗୋଡ଼ ଧୀରେ ଧୀରେ ଆହୁରି ଫୁଲିବାକୁ ଲାଗିଲା, ଭାବିଲେ ମା’ଙ୍କ ନିର୍ଦ୍ଦେଶ ନ ମାନିବାରୁ ଏପରି ହେଲା । ଏହା ଭାବି ପରଦିନ ଠାରୁ ମା’ଙ୍କ ସେବାରେ ଲାଗି ପଡ଼ିଲେ। ଏବେ ସେ ସମ୍ପୂର୍ଣ ଆରୋଗ୍ୟ ଅଚନ୍ତି
.jpeg)
No comments:
Post a Comment