Credit: jitu
ମା କଙ୍କଣ ଦେବୀ କୁଣ୍ଡାରେ ତିଆରି ପଡ଼ ପିଠା , ଗଂଜେଇ ପଣା ରେ ମାର ଆଗ୍ରହ ଯାହା ମାଗିବେ ହଂଶି ହଂଶି ବର ଦିଏ ମା ଭଗବତୀ ଦୁର୍ଗା
ନମସ୍କାର ଦର୍ଶକ ବନ୍ଧୁ
ଆସ୍କା
ଗ୍ରାମ - ଭେଟନଇ ଗଂଜାମ
ମା ପାହାଡ଼ ଉପରେ ଫୁଟି ବାହାରି ଛନ୍ତି
ଉଚ୍ଚତା - ୫୯ ଫୁଟ
ଗୋଲେଇ - ୫୨ ଫୁଟ
ଏତେ ବଡ଼ ପଥର କୌଣସି ସପୋଟିଂଙ୍ଗି ନାହିଁ,
ମା ଙ୍କ ମହିମାରେ ବର୍ଷା ବାତ୍ୟା, ପବନ ହେଳେ ବି, କୌଣସି କ୍ଷେତି ହୁଏ ନାହିଁ
ବହୁତ ଦୁରରୁ ଭକ୍ତ ମାନେ ଆସନ୍ତି ମାଙ୍କ ଆଶ୍ରିବାଦ ନେବା ପାଇଁ
କଟକ, ଭୁବନେଶ୍ୱର, କେନ୍ଦ୍ରା ପଡ଼ା ଏବଂ ଅନ୍ୟ ଜିଲ୍ଲାରୁ ଆସନ୍ତି
ବିଶ୍ବାସ ଅଛି ଯିଏ ଥରୁଟେ ମାଙ୍କ ପାଖରେ ମାନସିକ କରିଲେ
ନିଛିତ ମାନସିକ ପୁର୍ଣ୍ଣ ହୁଏ, ମା ଭଗବତୀ ପାହାଡ଼ ରାଣୀ
ମାତା ଦୁର୍ଗା, ମା କଙ୍କଣ ଦେବୀ
No comments:
Post a Comment