🕉️

ଭକ୍ତି ଆନନ୍ଦ ଓଡ଼ିଆ TV

ସତ୍ୟ, ସନାତନ ଏବଂ ସଂସ୍କୃତିର ପରିଚୟ

🙏 Subscribe Channel
ଜୟ ଜଗନ୍ନାଥ... ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ... ଭକ୍ତି ଆନନ୍ଦ ଓଡ଼ିଆ TV ୱେବସାଇଟ୍ କୁ ଆପଣଙ୍କୁ ସ୍ୱାଗତ...

Followers

🔴 LIVE NOW
🕉️

ଭକ୍ତି ଆନନ୍ଦ ଓଡ଼ିଆ TV

|| ସତ୍ୟ ସନାତନ ଧର୍ମର ପ୍ରଚାର ||

🪔 🙏 🪔
⭕ ଜୟ ଜଗନ୍ନାଥ ⭕

Friday, October 25, 2024

ମା' ସିଂହାସନୀ ganjam temple

 ସକଳ ଶକ୍ତିର ଆଧାର ମା' ସିଂହାସନୀ



ମା ବୋଲି ଡାକିଲେ ଓ କରେ ଭକ୍ତଙ୍କ ମନର କଥା ଜାଣି ପାରେ

ସ୍ନେହ ମୋଇ ମା, ଟିଏ 



ସୁଖ ସମୃଦ୍ଧି, ଆସ୍ଥା ଓ ବିଶ୍ୱାସର ଶକ୍ତିପୀଠ ମା' ସିଂହାସନୀ। ଏଥ‌ିପାଇଁ କାହିଁ କେଉଁ ଆବାହମାନ କାଳରୁ ମା' ସିଂହାସନୀ ଙ୍କ ଶକ୍ତିପୀଠକୁ ଶ୍ରଦ୍ଧାଳୁ ଛୁଟି ଆସନ୍ତି 


ଗଞ୍ଜାମ ଜିଲ୍ଲାର ଅନ୍ୟ ଏକ ପ୍ରମୁଖ ଶକ୍ତିପୀଠ । ପୋଲସରା ସହରଠାରୁ ମାତ୍ର ୨୮ କିଲୋମିଟର ଦୂର ଘଞ୍ଚଜଙ୍ଗଲ ପାହାଡ଼ ପର୍ବତ ଶିଖର କସିପଡ଼ା ଗ୍ରାମ ନିକଟରେ ଅବସ୍ଥିତ ମାଁ ସିଂହାସନୀଙ୍କ ମନ୍ଦିର  


କିମ୍ବଦନ୍ତୀ ଅନୁସାରେ ବହୁ ବର୍ଷ ପୂର୍ବେ ଘଞ୍ଚ ଜଙ୍ଗଲ ଭିତରେ କସିପଡ଼ା ଗ୍ରାମରେ କନ୍ଧ ସମ୍ପ୍ରଦାୟର ଜାନୀ ଲୋକମାନେ ବସବାସ କରୁଥିଲେ। ଈଶ୍ଵର ବିଶ୍ଵାସି ଥିଲେ


ଥରେ ଜଣେ ଜାନୀଙ୍କ ଗାଈଟି ପ୍ରତ୍ୟେକ ଦିନ ମଧ୍ୟରାତ୍ରରେ ନିଜ ବେକରୁ ପଘା ଫିଟାଇ ଘଞ୍ଚ ଜଙ୍ଗଳରେ କେଉଁ ଆଡ଼େ ଚାଲିଯାଏ। ପରେ ସକାଳ ପାହିବା ପୂର୍ବରୁ ଘରକୁ ଫେରିଆସେ। ପ୍ରତିଦିନ ଏମିତି ଘଟଣା ଘଟୁଥାଏ ଜାନୀ ଜାଣିବା ପରେ ଜାନୀ ଦେଖ‌ିବାକୁ ପାଇଲା ଅବଳା ଗାଈଟିର ସ୍ତନ  କ୍ଷୀରସ୍ରାବ ହେଉଛି। 


ସେହି ରାତିରେ ଜାନୀ ଗାଈକୁ ନଜର ବନ୍ଧି କରି ନିଜେ ଜଗି ରହିଲା । ହେଲେ ପୂର୍ବ ପରି ମଧ୍ୟରାତ୍ରରେ ଆପେ ଆପେ ଗାଇ ବେକରୁ ପଘା ଖୋଲି ଗାଇ ଘଞ୍ଚ ଜଙ୍ଗଳ ଆଡ଼କୁ ଦୌଡ଼ିଲା । ଜାନୀ ଗାଈର ପଛେପଛେ ଯାଇ ଦେଖିବାକୁ ପାଇଲା ଯେ, ଏକ ପଥରସିଳା ଆକୃତି ଉପରେ ଗାଈଟି ନିଜର ସ୍ତନ କ୍ଷୀରସ୍ରାବ ହେଉଛି। ଏଭଳି ଅଲୌକିକ ଶକ୍ତିର ଆବିର୍ଭାବ ନେଇ ମାଁ ସିଂହାସନୀ ଠାକୁରାଣୀ

No comments: